Panchayat High School Nuapara

Panchayat High School Nuapara Admin is no one but one of you...its a secret will revel once it required. Help child to feel successful and special in a school setting.

My First School offers a stimulating and enriching kindergarten readiness curriculum in a warm, secure, and loving learning environment with the following goals:
Encourage a love for God and one another. Develop a sense of wonder, appreciation, and excitement for learning about God and His creation. Learn to cooperate and be sensitive to the needs of others. Develop fine and gross motor skills. Stimulate each child’s creativity. Improve verbal and listening skills.

19/10/2024

Hi everyone

Every Odia's happiness depends on a "ପଖାଳ କଂସା"😌Amazing click by-  ✨️Almost every Indian state has its signature dish, a...
14/06/2023

Every Odia's happiness depends on a "ପଖାଳ କଂସା"😌

Amazing click by-

✨️Almost every Indian state has its signature dish, and for Odisha, it is PAKHALA BHATA/ପଖାଳ ଭାତ..Once you'll visit the state, you'll be surprised to find this dish everywhere - from places of worship to roadside stalls, to restaurants and even to home kitchens. . This simple rice with curd or a sliced lemon is a staple lunch meal in all Odia households that will make you love this Odia food throughout year....

05/08/2022
05/08/2022
05/07/2021

ଅପଣମାନେ ଖୁସି ତ
Who says this?

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ ଅନ୍ତର୍ଗତ ଯଦୁଚଦ୍ରପୁର ବିକାଶ କୁମାର ସାହୁ ଏକ ଦୃଘଟଣା ରେ ଶିକାର ହୋଇ ବ୍ରେନ ହାମରେଜ ଯାହା ଫଳରେ ବିକାଶ...
22/01/2021

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ ଅନ୍ତର୍ଗତ ଯଦୁଚଦ୍ରପୁର ବିକାଶ କୁମାର ସାହୁ ଏକ ଦୃଘଟଣା ରେ ଶିକାର ହୋଇ ବ୍ରେନ ହାମରେଜ ଯାହା ଫଳରେ ବିକାଶ ପ୍ରଥମେ କଟକ ବଡ ମେଡିକାଲ ଓ ପରେ ପରେ ଭୁବନେଶ୍ୱର କଳିଙ୍ଗ ହସପିଟାଲରୁ ଚିକିତ୍ସା ହେଉଛନ୍ତି ଏଠି କଥା ହେଉଛି ପରିବାର ମଧ୍ୟବିତ୍ତ ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ସବୁଆଡୁ ନିରାଶ ହେବା ପରେ ଏବେ ସାହାଯ୍ୟ ମାଗିଛନ୍ତି ଆପଣ ମାନଙ୍କ ମତାମତ ସହିତ ସାହାଯ୍ୟ ସହଯୋଗ ରହିଲେ ବିକାଶ ଚିକିତ୍ସା ରେ ସହାୟ ହୋଇପାରନ୍ତା ସେତୁ ବଦ୍ଧ ବାଦ୍ଧିଲା ବେଳେ ଯେମିତି ଗୁଣ୍ଡିଚି ମୂଷା ତାର ଛୋଟ ପାଟିରେ ଟିକିଏ କରି ସହାୟତା କରୁଥିଲେ ସେପରି ବିକାଶ କୁ ସହାୟତା କରନ୍ତୁ
AC no. 33251166873 SBI
IFC code SBIN0012059
Phone pay number +91 97768 52049
Contact number .9776852049

ଆମର ମାନ୍ଯବର ସାଂସଦ ମହୋଦୟ, ମାନ୍ଯବର କେନ୍ଦ୍ରସ୍ବାସ୍ଥ୍ଯ ମନ୍ତ୍ରୀ ଙ୍କ ହାତରେ କେନ୍ଦ୍ରାପଡା ବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ଯସେବା ଯୋଗାଇ ଦେବା ...
03/01/2021

ଆମର ମାନ୍ଯବର ସାଂସଦ ମହୋଦୟ, ମାନ୍ଯବର କେନ୍ଦ୍ରସ୍ବାସ୍ଥ୍ଯ ମନ୍ତ୍ରୀ ଙ୍କ ହାତରେ କେନ୍ଦ୍ରାପଡା ବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ଯସେବା ଯୋଗାଇ ଦେବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ ।। ଦେଖୁ ଦେଖୁ ୧ ବର୍ଷ ୫ ମାସ ବିତିଗଲା, କିନ୍ତୁ କୌଣସି ଫଳ ମିଳିଲା ନାହିଁ।। କିନ୍ତୁ ମାନ୍ଯବର ଙ୍କ ଫେସବୁକ୍ ପୋଷ୍ଟ ଉପରେ କେନ୍ଦ୍ରାପଡା ବାସୀ ଅଜସ୍ର ସ୍ନେହ ଓ ଭଲପାଇବା ଯତାଇ ଦେଇଥିଲେ ।। ଧନ୍ଯବାଦ ରାଜନେତା ଗଣ କେନ୍ଦ୍ରାପଡା ବାସୀଙ୍କୁ ଆପଣ ମାନେ ଦିବା ସ୍ବପ୍ନ ଦେଖାଇ ବାରେ ସକ୍ଷମ ହୋଇପାରିଛନ୍ତି ଆଉ ଜନତା ସେଇ ଦିବା ସ୍ବପ୍ନ ରେ ଆତ୍ମ ବିଭୋର ହୋଇ ଜୟ ଜୟକାର କରିବାରେ ବ୍ଯସ୍ତ ।। ପ୍ରକୃତ ରେ ଆମେ କେନ୍ଦ୍ରାପଡିଆ...... ସବସେ ବଢିଆ ।।
Anubhav Mohanty Shashi Bhusan Behera Atanu Sabyasachi Dhruba Sahoo.

Whats the status of our own place Nuapada grampanchayat.
19/08/2020

Whats the status of our own place Nuapada grampanchayat.

19/08/2020

#ଗାଆଁ ରାସ୍ତା

ସ୍ମୃତି ଏକ ରୂପା ଜହ୍ନ -୧୪

ଅକ୍ଷୟ ଓଝା

ଗାଁର ଲମ୍ବି ଯାଇଥିବା ଅସରନ୍ତି ସଡ଼କ ଟା । ଆଜି ଚାଲିଲେ କାହିଁକି ଖୁସିରେ ଛାତି କୁଂଢେମୋଟ ହେଇ ଯାଏ । ସୁଲୁସୁଲିଆ ହାଲୁକା ଶୀତୁଆ ପବନ,ପବନରେ ଗଛଳତାର ଫୁଲ ଫଳର ସୁଗନ୍ଧ । ଧାନକଟା ସରିଯିବାର ଦୃଶ୍ୟ । ଫୁଙ୍ଗୁଳା ବିଲରେ ପୁଳାଏ ପୁଳାଏ ଗାଈ ଗୋଠ ।

ବଡବନ୍ଧ ବରଗଛ ତଳୁ ପିଲାଟିର ଲାଞ୍ଜଥିବା ଗୁଡି । ନିଛାଟିଆ ରାସ୍ତାରେ କେହି କେହି ପଥିକ । ବେଳେବେଳେ ସାଇକଲ ଟିଏ ତ ବେଳେବେଳେ ମୋଟର ସାଇକଲ । ଏଇ ଅସରନ୍ତି ରାସ୍ତାରେ ଗଡ଼ି ଚଳନ୍ତି ଗନ୍ତବ୍ୟ ରେ । ଏଇ ସଡ଼କ ରେ କେତେ ବିଦେଶିଆ, କଲିକତିଆ ରାତି ପାହନ୍ତା କଳସ ବସେଇ ବିଦେଶ ଯାଆନ୍ତି ଆଖିରେ ଆଖିଏ ଲୁହ ଭରି ।

ସୁଖରେ ପରିବାର ଚଳୁ, ଭଉଣୀ ବାହାଘର କୁ ପଇସା ଦି ପଇସା ଯୋଡ଼ି ବାପାର ବୋଝ ହାଲୁକା କରିବା ଇଛାରେ ଗାଆଁ ସୁଖକୁ ଜଳାଞ୍ଜଳି ଦେଇ ଦାଦନ ଖଟେ । ପର ଦେଶରେ ମନ ଉଣା କରେ । ଅପେକ୍ଷାରେ କରେ ଆଗ ଉତ୍ସବରେ ଗାଆଁକୁ ଫେରି ବାକୁ ଏଇ ରାସ୍ତାରେ । ଏଇ ମାଟିରେ ପାଦ ରଖିଲେ ଛାତି କୁଣ୍ଢେ ମୋଟ ହେଇଯାଏ ଯେମିତି ।

ଏଇ ରାସ୍ତା ଦେଇ ଗାଆଁ କୁଆଁରୀ କନିଆଁ ହେଇ ଶାଶୁ ଘର ଚାଲିଯାଏ ହାତେ ଓଢଣା ଟାଣି । ସବାରୀ ରେ ବସି ବୋଉକୁ ଝୁରେ । ଗାଁକୁ ଝୁରେ । ସାଙ୍ଗ ସାଥି ,ଘର, ଦାଣ୍ଡ ଅଗଣା ଚଉଁରା କୁ ଝୁରି କାନ୍ଦି କାନ୍ଦି ବିଦା ହେଇ ଯାଏ ଏଇ ରାସ୍ତାରେ ସବୁଦିନ ପାଇଁ । ବାପାଙ୍କୁ ମନେ ପକେଇ ବାହୁନି କାନ୍ଦେ । ଗଛ ଲତା କୁ ସାକ୍ଷୀ କରି କହି ଯାଏ ମୋତେ ପର କରିଦେଲ ବୋଲି ।

ଭାରି ବର୍ଷାରେ ସ୍କୁଲ୍ ଫେରନ୍ତ୍ତା କାଦୁଅ ପାଣିରେ ଗୋଡ ଚାପି ଚାପି ଚାଲିବାର ଚଗଲାମି , କାଗଜ ଫାଡ଼ି ଡଙ୍ଗାଟିଏ ଚୁବୁ ଚୁବୁ ପାଣିରେ ଭସେଇ ଦେବା ର ବାଲ୍ୟ ପାଗଳାମି ମନେ ପଡ଼ିଯାଏ । ସାଙ୍ଗ ମାନଙ୍କ ସହିତ ଟଣା ଘୋସରା ଠେଲା ପେଲା ଭାବି ବସିଲେ ମନ ଉଣା ହେଇଯାଏ । ବାଲି ରଚ ରଚ ଓଦା ମାଟିରେ କାଠି ଖଣ୍ଡେ ଧରି କଣ ଟିଏ ଲେଖିଦେବା କିମ୍ବା ଚିତ୍ର ଟିଏ ଆଙ୍କି ଦେବା ଖୁବ୍ ମନେ ଅଛି ଏହି ରାସ୍ତାରେ ।
ନୂଆକରି ସାଇକଲ ଶିଖିବା ପଡି ଉଠି ନିଜକୁ ସମ୍ଭାଳିବା ଏଇ ରାସ୍ତାରେ ଇତିହାସ ହେଇ ଯାଇଛି ଯେମିତି ସବୁଦିନେ ।

ଏଇ ରାସ୍ତାରୁ ଅବଲୋକନ କଲେ ମନେ ପଡେ ଏହି ସୁଖି ଆସୁଥିବା ରାସ୍ତା କଡର ଗଡ଼ିଆରେ ମିନ ଟିଏ । ଧଳା ବଗୁଲିର ନଇଁ ନଇଁ ମିନଟିଏ ଖୋଜୁଥିବା ମଫସଲ ଗାଁ ର ଚିରାଚରିତ ଦୃଶ୍ୟ ଜୀବନ୍ତ କରିଦିଏ ଫେରି ପଡିଲେ ଗାଁକୁ । କିଆ ବୁଦା ଆଡୁ ଡାହୁକ ର ଡାକ , ମୁଁହ ସଂଜରେ ହାଲୁକା ଡର, ଖରା ଦିନରେ ନିଛାଟିଆ ଏକୁଟିଆ ପାଦ ଚଲା ର ଜୀବନ୍ତ ଅନୁଭୂତି ମନ ଆନ୍ଦୋଳିତ କରିଦିଏ ଆଜି । ପୁଣି ଥରେ ଏଇ ରାସ୍ତାରେ ଚାଲିଲେ ।

ସକାଳୁ ସକାଳୁ ଖରାରେ ବସି ପଖାଳ ଖାଉଥିବା ପିଲାଟି , ପୁଣି ସ୍କୁଲ ଯିବା ପାଇଁ ତିଆରି ତର ତର ହେଇ ବାହାରି ପଡେ ଏଇ ରାସ୍ତାରେ ଚାଟଶାଳୀ ଆଡେ। ଏଇ ରାସ୍ତାରେ ସୁଭିଯାଏ ଫେରିବାଲାର ଡାକ , ଚାଦର ଢ଼ଙ୍କା ହରି ଦାଦା ଆଖି ଉପରେ ହାତ ରଖି କିଏ ବୋଲି ପଚାରି ଦେବାର ଆତ୍ମୀୟତା । ଗାଁ ମାଟିର ସତ୍ୟତାକୁ ଟାଣି ଆଣେ ପିଲାଦିନକୁ ମନେ ପକେଇ । ପଡିଆ ପ୍ରାନ୍ତର ବୃକ୍ଷ୍ୟରେ ଚୁପଚାପ ଚଢ଼େଇ ମାନଙ୍କର ଖେଳ ପଥିକକୁ ସୁଭି ଯାଏ କ୍ଷଣିକ । ବାଟୋଇ ଅନ୍ୟମନସ୍କ ହେଇଯାଏ ଘଡ଼ିଏ ।

ରାସ୍ତା କଡର ବରଡାଳରୁ ଡାଳ ଦେଇ ବୁଲିବା ,କାଉମାନେ କା କା କରି ଉଡ଼ିବୁଲୁଥିବା , କପୋତ ମାନଙ୍କର ଗୁମୁରି ଗୁମୁରି ଯେମିତି କେଉଁ ମହା କାବ୍ୟ ପଢ଼ିବାର ଶୈଳୀ ଯେମିତି ଜୀବନର ଆଉ ଏକ ରଙ୍ଗ କୁ ଉଜାଗର କରିଥାଏ । ଏଇ ସବୁ ପ୍ରକୃତିର ରଙ୍ଗରେ ଗାଁ ରଙ୍ଗେଇ ହେଇ ଥାଏ । ମନ ହୁଏ ଏଇଠି ଏଇମିତି ଜୀବନକୁ ଜେଇ ଯିବାକୁ ବାକି ସମୟ ପର୍ଯ୍ୟନ୍ତ ।।

ଏଇ ରାସ୍ତାରେ କେତେ ଲୋକେ ଶେଷ ଯାତ୍ରାରେ ଚାଲି ଯାନ୍ତି । କିଏ ଖଇ କୋଉଡି ବିଞ୍ଚି ତ କିଏ ରାମ ନାମ ସତ୍ୟ ଧ୍ୱନୀ ରେ ଶ୍ମଶାନ ଆଡେ ଚାଲି ଯାନ୍ତି ନୀରବରେ । ମଶାଣି ଆଡେ । ଏଇ ମାଟି ସଡ଼କ ରେ ଚାଲୁଥିବା ମଣିଷ । କେତେ ମାଟି ଖାଇ ଗଲାଣି କେତେ ଆସିଲେଣି ସବୁ ର ମୁକ ସାକ୍ଷୀ ଏଇ ସଡ଼କ ।

ସଡ଼କ ଓ ଶିକ୍ଷକ ସମସ୍ତକୁ ପହଞ୍ଚାଇ ଦିଅନ୍ତି ସେମାନଙ୍କ ଗନ୍ତବ୍ୟ ରେ କିନ୍ତୁ ସେମାନେ ସେଇଠି ସବୁଦିନ ସେତିକି ହେଇ ପଡି ରହି ଥାଆନ୍ତି ଅନନ୍ତ କାଳ ପର୍ଯ୍ୟନ୍ତ ।

885113417
@ଅକ୍ଷୟ

Address

Nuapada
Pattamundai
754215

Website

Alerts

Be the first to know and let us send you an email when Panchayat High School Nuapara posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Panchayat High School Nuapara:

Share