G. C. Pollution Testing Centre

G. C. Pollution Testing Centre Pollution testing center,
Dhenkanal

03/03/2026
24/02/2026

ଦୀର୍ଘଦିନ ଧରି ଆପଣଙ୍କ ଗାଡ଼ିର ଇ- ଚାଲାଣ ବକେୟା ଅଛି କି?
ସରକାରଙ୍କ ଦ୍ଵାରା ଚାଲିଥିବା OTS ଯୋଜନାରେ ରିହାତିରେ ଇ-ଚାଲାଣ ପୈଠ କରି ଚିନ୍ତାମୁକ୍ତ ହୁଅନ୍ତୁ। ଯୋଜନାର ଅବଧି ସରିଗଲେ ଆଉ ରିହାତି ମିଳିବ ନାହିଁ।

ଅନଲାଇନରେ ପୈଠ ପାଇଁ:
http://echallan.parivahan.gov.in

21/02/2026
13/11/2025

ସଡ଼କ ଦୁର୍ଘଟଣା ଓ ତଦ୍ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ନଭେମ୍ବର ୧୬ ରୁ ୩୦ ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ ପାଳନ ନେଇ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଚାରିଟି ‘ଇ’ ଯଥା- ଏନଫୋର୍ସମେଣ୍ଟ, ଇଂଜିନିୟରିଂ, ଏଜୁକେସନ ଓ ଏମର୍ଜେନ୍ସି କେୟାରକୁ ପ୍ରାଧାନ୍ୟ ଦିଆଯିବ। ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପାଳନ ସମୟରେ ସଡ଼କ ନିୟମ ଉଲଂଘନକାରୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଅବଲମ୍ୱନ କରାଯିବ। ସାରା ରାଜ୍ୟରେ କଡ଼ାକଡ଼ି ଯାଞ୍ଚ କରାଯିବ।
Govt of Odisha , Department

Happy New Year 2025 to all of you 🙏🎉🎉
01/01/2025

Happy New Year 2025 to all of you 🙏🎉🎉

Address

College Road Near R. T. O Office
Dhenkanal
759001

Alerts

Be the first to know and let us send you an email when G. C. Pollution Testing Centre posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to G. C. Pollution Testing Centre:

Share